Advertisement

ଅଧୁରା ମିଳନ || A Incomplete Love Story || Odiya Story || By Snigdha Tripathy

ଅଧୁରା ମିଳନ || A Incomplete Love Story || Odiya Story || By Snigdha Tripathy ଚାନ୍ଦ ଏବଂ ପ୍ରଣୟ ପ୍ରେମ ର ଆଉ ଏକ ନାମ | ସେ ଉଭୟ ଉଭୟ ଙ୍କୁ ଖୁବ ଭଲପାଆନ୍ତି, କିନ୍ତୁ ଚାନ୍ଦର ବାପା ଯିଏ କି ଏ ପ୍ରେମ କାହାଣୀର ଥିଲେ ମୁଖ୍ୟ ଖଳନାୟକ , ସିଏ ପ୍ରଣୟ କୁ ବିଲକୁଲ ପସନ୍ଦ କରନ୍ତି ନାହିଁ | କାରଣ ପ୍ରଣୟ ପ୍ରଥମ ରେ ଗୋଟେ ଗରିବ ଘର ର ପିଲା ଦ୍ଵିତୀୟରେ ସେ ନୀଚ ଜାତି , ବାସ ଏହି ପରି କିଛି କାରଣରୁ ସେ ଚାନ୍ଦ ଆଉ ପ୍ରଣୟକୁ ପରସ୍ପର ଠାରୁ ଆଲଗା କରିବାକୁ ଚେଷ୍ଟା କରିଛନ୍ତି , ମାତ୍ର ସେ ଯେତେବେଳେ ସେଥିରେ ଅସଫଳ ହୋଇଛନ୍ତି ସେତେବେଳେ ସେ ପ୍ରଣୟ ସହ ତା ପୁରା ପରିବାରକୁ ସେ ମୃତ୍ୟୁର ରାସ୍ତା ଦେଖାଇଛନ୍ତି | ଆଉ ତା ପରେ ପରେ ଚାନ୍ଦ ପିନ୍ଦିଛି ଆଉ କାହା ନାମର ସିନ୍ଦୁର ତା ମଥାରେ ,ହେଲେ ସେ ବି ପ୍ରଣୟ ବିନ ବଂଚି ପାରିନି ; ଆଉ ଶେଷରେ ବାସର ରାତିରେ ସେ ବି ଚିର ଦିନ ପାଇଁ ଆପଣେଇ ନେଇଛି ମୃତ୍ୟୁ କୁ .....
ଏମିତି କିଛି କାହାଣୀ ହେଉଛି ଏ ଅଧୁରା ମିଳନ

Please watch the video till end you will enjoy the story and add your valuable comments & like , share ,Subscribe

#snigdhaTripathy ,#incompleteLoveStory

All copyright of this content belongs to Snigdha Tripathy. Any misuse, reuse, re upload and unauthorised use of the content may subject to copyright claims & legal action against The third party.

Enjoy the story and poetry and stay connected with my channel

Twitter -
Facebook Page-

love story,emotional love story,odia sad story,odia love story,snigdha story teller,snigdha tripathi love story,snigdha tripathy,girl voice story,very emotional story,adhura milana,incomplete Love Story,chand pranaya love story,

Post a Comment

0 Comments